Shri Hanuman Chalisa
Auteur : Tulsi Das, Sanjay Ubach
Date de publication : 2024-12-30
Éditeur : Amazon Digital Services LLC - Kdp
Nombre de pages : 118
Résumé du livre
Shri Hanuman Chalisa: Goswami Tulsidas authored Shri Hanuman Chalisha in Odia - English Transliteration with Meaning a bilingual (Odia-English) edition makes it easily accessible to children and youths of today's generation who may face hardship to read their own religious books due to their absent of attachment from their own native language.
The book provides the original Odia text of Shri Hanuman Chalisa, along with literal transliteration and poetic explanation of the meaning of each stanza (Doha) and quatrains (Chaupai) in both Odia and English language. This makes it easy for readers to understand the prayer and its significance. The book is also a valuable resource for parents who are looking for ways to introduce Shri Hanuman Chalisa to their children.
ଏହି ପୁସ୍ତକ ଶ୍ରୀ ହନୁମାନ ଚାଳିଶା ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ଶ୍ରୀ ହନୁମାନ ଚାଳିଶାର ଓଡିଆ ସଂକଳନ - ଅର୍ଥ ସହିତ ଇଂରାଜୀ ଲିପ୍ୟନ୍ତରଣ - ଏକ ଦ୍ୱିଭାଷୀ (ଓଡିଆ-ଇଂରାଜୀ) ସଂସ୍କରଣ ଯାହା ଆଜିର ଶିଶୁ ଓ ଯୁବ ପିଢୀଙ୍କ ମଧ୍ୟରେ ସହଜରେ ଆଦୃତ ହୋଇପାରିବ ଯେଉଁମାନେ କି ନିଜ ମୂଳ ଭାଷାରୁ ଦୂରେଇ ଯିବା କାରଣରୁ ନିଜର ଧାର୍ମୀକ ପୁସ୍ତକ ପଢିବାକୁ କଠିନ ମନେକରିଥାନ୍ତି ଏହି ପୁସ୍ତକ ଶ୍ରୀ ହନୁମାନ ଚାଳିଶାର ମୂଳ ଓଡିଆ ପାଠ ସହ ଓଡିଆ ଏବଂ ଇଂରାଜୀ ଭାଷାରେ ପ୍ରତ୍ୟେକ ଛନ୍ଦ (ଦୋହା) ଓ ଚଉପଦୀ (ଚୌପାଇ)ର ଶାବ୍ଦିକ ଲିପ୍ୟନ୍ତରଣ ସହ କାବ୍ୟାତ୍ମକ ବ୍ୟାଖ୍ୟାନ ପ୍ରଦାନ କରିଛି ଏହାଦ୍ୱାରା ପାଠକଙ୍କୁ ପ୍ରାର୍ଥନା ଏବଂ ଏହାର ମହତ୍ତ୍ୱ ବୁଝିବାରେ ସହଜ ହୋଇପାରିବ ଏହି ପୁସ୍ତକ ଆଗ୍ରହୀ ମାତା-ପିତାଙ୍କ ପାଇଁ ଏକ ମୁଲ୍ୟବାନ ସଂସାଧନ ଅଟେ ଯେଉଁମାନେ ନିଜର ପିଲାଙ୍କୁ ଶ୍ରୀ ହନୁମାନ ଚାଳିଶା ସହିତ ପରିଚିତ କରିବାକୁ ଚାହୁଁଛନ୍ତି